ଯେମିତି ଯୀଶୁ ଲୋକଙ୍କ ଦ୍ୱାରା ତିରସ୍କୃତ ହେଲେ, ଆପଣା ଶିଷ୍ୟମାନଙ୍କ ଦ୍ୱାରା ବିଶ୍ୱାସଘାତ କରାଗଲେ
ଆଉ କ୍ରୁଶରେ ପୀଡ଼ିତ ହେଲେ, କିନ୍ତୁ ଆପଣା ପ୍ରେମୀ ସନ୍ତାନମାନଙ୍କ ନିମନ୍ତେ ସହ୍ୟ କଲେ
ଓ ବିଜୟ ପ୍ରାପ୍ତ ହେଲେ, ସେହି ପରି ଆମ୍ଭମାନଙ୍କୁ ମଧ୍ୟ ଆପଣା କ୍ରୁଶକୁ ବହନ କରିବା
ଏବଂ ଯୀଶୁଙ୍କ ପଥରେ ଚାଲିବା ଉଚିତ୍ ।
ଖମୀରଶୂନ୍ୟ ରୋଟୀର ପର୍ବ ମାଧ୍ୟମରେ, ଆମ୍ଭକୁ ଯୀଶୁ ଖ୍ରୀଷ୍ଟଙ୍କ ପୀଡ଼ାକୁ
ସ୍ମରଣ କରିବା ଉଚିତ୍ ଏବଂ ଦ୍ୱିତୀୟ ଆଗମନ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଙ୍କ
ପୀଡ଼ା ବିଷୟରେ ଭାବିବା ଉଚିତ୍ । ଯେବେ ଆମ୍ଭେ ଖ୍ରୀଷ୍ଟଙ୍କୁ ଧନ୍ୟବାଦ ଦେଉଥାଇ,
ତାହାଙ୍କ ସମସ୍ତ ପଥର ପାଳନ କରିଥାଉ, ତେବେ ପରମେଶ୍ୱର ସୁଫ ସମୁଦ୍ର ଯେପରି
ବାଧଗୁଡ଼ିକୁ ଅନୁଗ୍ରହର ଉପକରଣରେ ପରିବର୍ତ୍ତନ କରିଦିଅନ୍ତି ।
ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ଵୀକାର କରୁ, ପୁଣି ଆପଣା କ୍ରୁଶ ଘେନିମୋହର ଅନୁଗମନ କରୁ । କାରଣ ଯେକେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ’ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ପ୍ରାପ୍ତ ହେବ । ମାଥିଉ ୧୬:୨୪-୨୫
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି