ଯୀଶୁଙ୍କ ଦ୍ୱାରା ଆମ୍ଭକୁ ଦିଆଯାଇଥିବା ଏକ ଦୃଷ୍ଟାନ୍ତ ମାଧ୍ୟମରେ, ଆମ୍ଭେ ବୁଝିପାରିବା ଯେ ଅବ୍ରହାମ ପିତା ପରମେଶ୍ୱରଙ୍କୁ ପ୍ରତିନିଧିତ୍ୱ କରନ୍ତି, ଏବଂ ସାରା, ଯିଏ ଅବ୍ରହାମଙ୍କ ପରିବାରର ଉତ୍ତରାଧିକାରୀ ନିର୍ଣ୍ଣୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି, ସେ ହେଉଛନ୍ତି ଆମ୍ଭର ମାତା, ଯିଏ ସ୍ୱାଧୀନା ଏବଂ ନୂତନ ନିୟମ ।
ଯେଉଁମାନେ ଇଲିୟେଜରଙ୍କ ପରି ଆଦୌ ପରମେଶ୍ବରଙ୍କୁ ବିଶ୍ୱାସ କରନ୍ତି ନାହିଁ, ଯାହାର ପିତାମାତା ଦାସ ଥିଲେ, କିମ୍ବା ଇଶ୍ମାୟେଲଙ୍କ ପରି କେବଳ ପିତା ପରମେଶ୍ବରଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ପରମେଶ୍ବରଙ୍କ ଉତ୍ତରାଧିକାରୀ ହୋଇପାରିବେ ନାହିଁ ।
ଇସ୍ହାକଙ୍କ ପରି, ଯେଉଁମାନେ ପିତା ପରମେଶ୍ବର (ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍) ଏବଂ ମାତା ପରମେଶ୍ବରଙ୍କୁ ଗ୍ରହଣ କରନ୍ତି, ଯେଉଁମାନେ ସ୍ୱାଧିନ, ଏବଂ ଯେଉଁମାନେ ପରମେଶ୍ୱରଙ୍କ ମାଂସ ଏବଂ ରକ୍ତ ଦ୍ୱାରା “ମୋର ସନ୍ତାନ” ଭାବରେ ମୁଦ୍ରାଙ୍କ ହୋଇଛନ୍ତି, ସେମାନେ ସ୍ୱର୍ଗରାଜ୍ୟର ଉତ୍ତରାଧିକାରୀ ହୋଇପାରିବେ ।
କାଳକ୍ରମେ ସେହି ଭିକାରୀଟି ମରିଗଲା ଓ ଦୂତମାନଙ୍କ ଦ୍ଵାରା ଅବ୍ରହାମଙ୍କ କୋଳକୁ ନିଆଗଲା; ପରେ ସେହି ଧନୀ ଲୋକ ମଧ୍ୟ ମରିଗଲା ଓ ସମାଧି ପାଇଲା । ...ସେଥିରେ ସେ ଡାକି କହିଲା, ‘ହେ ପିତା ଅବ୍ରହାମ, ମୋତେ ଦୟା କରି ଲାଜାରକୁ ପଠାଇ ଦିଅନ୍ତୁ...’
ଲୂକ ୧୬:୨୨-୨୪
ଯେ ଦାସୀର ପୁତ୍ର, ସେ ଶାରୀରିକ ସ୍ଵଭାବା-ନୁସାରେ ଜାତ ହେଲା; ମାତ୍ର ଯେ ସ୍ଵାଧୀନା ସ୍ତ୍ରୀର ପୁତ୍ର, ସେ ପ୍ରତିଜ୍ଞା ବଳରେ ଜାତ ହେଲା । ଏହି ସମସ୍ତ କଥାର ରୂପକ ଅର୍ଥ ଅଛି,... ଅତଏବ, ଭାଇମାନେ, ଆମ୍ଭେମାନେ ଦାସୀର ସନ୍ତାନ ନୋହୁଁ, କିନ୍ତୁ ସ୍ଵାଧୀନା ସ୍ତ୍ରୀର ସନ୍ତାନ ।
ଗାଲାତୀୟ ୪:୨୩-୩୧
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି