ସେହି ଦିନରେ ଯେତେବେଳେ ରାଜାମାନେ ଶାସନ କରୁଥିଲେ, ଯେଉଁମାନେ ରାଜାଙ୍କ ଆଦେଶକୁ ଅବମାନନା କରୁଥିଲେ, ସେମାନଙ୍କୁ ଦେଶଦ୍ରୋହୀ ପାଇଁ ମୃତ୍ୟୁଦଣ୍ଡ ଦିଆଯାଉଥିଲା ।
ଠିକ୍ ସେହିପରି ଭାବରେ, ବାଇବଲର ଶିକ୍ଷା ଅନୁସରଣ କରିବା ଜରୁରୀ ଅଟେ - ପରମେଶ୍ୱରଙ୍କ ଆଜ୍ଞା ଯିଏ କି ରାଜାମାନଙ୍କର ରାଜା ଅଟନ୍ତି ।
ତେଣୁକରି, ଚର୍ଚ୍ଚ୍ ଅଫ୍ ଗଡ୍ ବିଶ୍ରାମଦିନ ଏବଂ ନିସ୍ତାରପର୍ବ ଭଳି ବାଇବଲରେ ଲିଖିତ ନୂତନ ନିୟମର ପାଳନ କରିଥାଏ ।
ଯେପରି ଦାଉଦ ଏବଂ ଶଲୋମନଙ୍କ ପରି ଅନେକ ଭବିଷ୍ୟଦ୍ବକ୍ତା ପିତାଙ୍କ ଯୁଗରେ କେବଳ ପରମେଶ୍ୱର ସଦାପ୍ରଭୁଙ୍କୁ ପ୍ରେମ କରୁଥିଲେ, ଏବଂ ଯେପରି ପ୍ରଥମ ଚର୍ଚ୍ଚର ସାଧୁ ଓ ପ୍ରେରିତମାନେ ଯେଉଁମାନେ ପୁତ୍ରଙ୍କ ଯୁଗରେ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରେମ କରୁଥିଲେ, ସେହିପରି ପବିତ୍ର ଆତ୍ମାଙ୍କ ଯୁଗରେ ମଧ୍ୟ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କୁ ପ୍ରେମ କରିବା ପରିତ୍ରାଣର ରହସ୍ୟ ଅଟେ ।
ଯାହାଙ୍କୁ ସେ ଉପଯୁକ୍ତ ସମୟରେ ଦର୍ଶାଇବେ, ଯେ ପରମଧନ୍ୟ ଏକମାତ୍ର ସମ୍ରାଟ୍, ଯେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ,...
୧ତୀମଥି ୬:୧୫
“ଏପର୍ଯ୍ୟନ୍ତ ତୁମ୍ଭେମାନେ ମୋ’ ନାମରେ କିଛି ମାଗି ନାହଁ; ମାଗ, ପୁଣି ତୁମ୍ଭମାନଙ୍କର ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ, ସେଥିନିମନ୍ତେ ତୁମ୍ଭେମାନେ ତାହା ପାଇବ ।”
ଯୋହନ ୧୬:୨୪
“ଯେ ଜୟ କରେ,... ଆମ୍ଭେ ଆମ୍ଭର ଈଶ୍ଵରଙ୍କ ନାମ ଓ ସ୍ଵର୍ଗରୁ ତାହାଙ୍କଠାରୁ ଆଗତ ଯେଉଁ ନୂତନ ଯିରୂଶାଲମ,... ପୁଣି ଆମ୍ଭ ନିଜର ନୂତନ ନାମ ତାହା ଉପରେ ଲେଖିବୁ ।”
ପ୍ରକାଶିତ ବାକ୍ୟ ୩:୧୨
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି