ପୁରାତନ ନିୟମରେ ଖମୀରଶୂନ୍ୟ ରୋଟୀର ପର୍ବ ସେହି ଅସୁବିଧା ଗୁଡ଼ିକର ସ୍ମରଣ କରାଇଥାଏ ଯାହା ଇସ୍ରାଏଲୀୟମାନେ ୩,୫୦୦ ବର୍ଷ ପୂର୍ବେ ଅନୁଭବ କରିଥିଲେ; ନିସ୍ତାରପର୍ବ ପାଳନ କରିବା ପରେ, ସେମାନେ ପରଦିନ ମିସରରୁ ବାହାରି ଆସିଲେ ଏବଂ ସୁଫ ସମୁଦ୍ର ଅତିକ୍ରମ କରିବା ପର୍ଯ୍ୟନ୍ତ କଷ୍ଟ ଦେଇ ଗଲେ ।
ଏହା ସେହି ପୀଡ଼ା ଏବଂ ବଳିଦାନର ଛାୟା ଭାବରେ କାର୍ଯ୍ୟ କରୁଥିଲା ଯାହାଦେଇ ଯୀଶୁ ଖ୍ରୀଷ୍ଟ ଯାଇଥିଲେ; ନିସ୍ତାରପର୍ବ ପାଳନ କରିବା ପରେ, ସେ ପୀଡ଼ା ସହ୍ୟ କଲେ ଏବଂ ପରଦିନ କ୍ରୁଶରେ ବିଧ ହେଲେ ।
ଶିଷ୍ୟମାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ଏବଂ ବିଶ୍ୱାସଘାତକତା, ଯେଉଁମାନେ ଦାବି କଲେ, “ଆମ୍ଭେମାନେ ମୃତ୍ୟୁ ପର୍ଯ୍ୟନ୍ତ ଆପଣଙ୍କ ଅନୁସରଣ କରିବୁ,” ଅନେକ ଶତ୍ରୁମାନଙ୍କ ଦ୍ୱାରା ଉପହାସ ଓ ପରିହାସ କରିବା, ଏବଂ ଶେଷରେ କ୍ରୁଶରେ ବିଧ ହେବା - ଏହା ସେହି ପୀଡ଼ା ଯାହା ପବିତ୍ର ଆତ୍ମାଙ୍କ ଯୁଗର ଉଦ୍ଧାରକର୍ତ୍ତା ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ୨,୦୦୦ ବର୍ଷ ପୂର୍ବେ ସହ୍ୟ କରିଥିଲେ ।
ବର୍ତ୍ତମାନ ସମୟ ହେଉଛି ଯେତେବେଳେ ଆମକୁ ଏକ ବିଶ୍ୱାସ ଦରକାର ଯାହା ତାଙ୍କ ପ୍ରେମକୁ ଅନୁଭବ କରେ ଏବଂ ଏହାର କ୍ରୁଶକୁ ବହନ କରିଥାଏ ।
ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ଵୀକାର କରୁ, ପୁଣି ଆପଣା କ୍ରୁଶ ଘେନିମୋହର ଅନୁଗମନ କରୁ ।
କାରଣ ଯେକେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ’ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ପ୍ରାପ୍ତ ହେବ ।
ମାଥିଉ ୧୬:୨୪-୨୫
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି