ପ୍ରାୟଶ୍ଚିତର ଦିନ, ମୋଶା ଦଶ ଆଜ୍ଞାର ପ୍ରସ୍ତର ଫଳକ ସହିତ ତଳକୁ ଓହ୍ଲାଇଲେ
ଏବଂ ପରମେଶ୍ୱରଙ୍କ ଇଚ୍ଛାକୁ ଘୋଷଣା କଲେ । ପୁଣି ଲୋକମାନେ ଆନନ୍ଦର ସହିତ,
ପାପକ୍ଷମା ନିମନ୍ତେ ଧନ୍ୟବାଦ ଦେଉଥାଇ ଉପହାର ଆଣିଲେ ଯାହାର ଉପଯୋଗ
ମନ୍ଦିର ନିର୍ମାଣର କାର୍ଯ୍ୟ ନିମନ୍ତେ କରାଗଲା । ଏହି ପର୍ବ ପତ୍ରକୁଟୀର ପର୍ବ ଅଟେ ।
ଏହି ଯୁଗରେ, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟ ସମଗ୍ର ବିଶ୍ୱରୁ ସ୍ୱର୍ଗୀୟ ଲୋକମାନଙ୍କୁ ଏକତ୍ର କରିବା ଦ୍ୱାରା,
ଯାହା ଆତ୍ମିକ ମନ୍ଦିରର ସାମଗ୍ରୀ ଅଟେ, ସୁସମାଚାର ପ୍ରଚାରର କାର୍ଯ୍ୟ କରୁଛନ୍ତି
ଏବଂ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ସ୍ୱର୍ଗୀୟ ମାତାଠାରେ ସେମାନଙ୍କ ନେତୃତ୍ୱ କରୁଛନ୍ତି ।
ଏହା ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନଙ୍କ ଆଶୀର୍ବାଦ ମିଶନ ଅଟେ,
ଯାହା ପତ୍ରକୁଟୀର ପର୍ବର ଭବିଷ୍ୟବାଣୀକୁ ପୂରା କରୁଛନ୍ତି ।
“ଯେ ଜୟ କରେ, ଆମ୍ଭେ ତାହାକୁ ଆମ୍ଭର ଈଶ୍ଵରଙ୍କ ମନ୍ଦିରର ସ୍ତମ୍ଭ ସ୍ଵରୂପ କରିବୁ,
ସେ ଆଉ ସେଠାରୁ ବାହାରକୁ ଯିବ ନାହିଁ ।”
ପ୍ରକାଶିତ ବାକ୍ୟ ୩:୧୨
ତୁମ୍ଭେମାନେ ଏହି କଥା କହିବା ହେତୁରୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ଦେଖ, ଆମ୍ଭେ ତୁମ୍ଭର ମୁଖସ୍ଥିତ
ଆମ୍ଭର... ଏହି ଲୋକମାନଙ୍କୁ କାଷ୍ଠ ତୁଲ୍ୟ କରିବା...”
ଯିରିମୀୟ ୫:୧୪
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି