ଏଷୌ ଆପଣା ଜ୍ୟେଷ୍ଠାଧିକାରର ଅସମ୍ମାନ କଲା;
ଦୁଷ୍ଟ ଦାସ ଗୋଟିଏ ତୋଡ଼ାକୁ ମାଟିତଳେ ଲୁଚାଇଲା; ଏବଂ ପଞ୍ଚ ଜଣ ମୂର୍ଖ କନ୍ୟାମାନେ
ପ୍ରଥମରୁ ତୈଳ ପ୍ରସ୍ତୁତ କଲେ ନାହିଁ । କେବଳ ଯେବେ ଆମ୍ଭମାନଙ୍କ ପାଖରେ କୌଣସି ମଧ୍ୟ ସ୍ଥିତିରେ
ବିଶ୍ୱାସର ଆଧାରରେ ଆତ୍ମିକ ନିର୍ଣ୍ଣୟ ନେବାର ବୁଦ୍ଧି ହେବ,
ତେବେ ଆମ୍ଭେ ସ୍ୱର୍ଗର ଅନନ୍ତ ଉତ୍ତରାଧିକାରକୁ ହରେଇବା ନାହିଁ ଯାହା ପରମେଶ୍ୱର ଆମ୍ଭକୁ ଦେବେ ।
ପାଞ୍ଚ ଜଣ ବୁଦ୍ଧିମାନ କନ୍ୟାଙ୍କ ପରି, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟ ମାନନ୍ତି
କି ଦ୍ୱିତୀୟ ଆଗମନ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କୁ,
ଯେ ପବିତ୍ର ଆତ୍ମାଙ୍କ ଯୁଗରେ ଆସିଛନ୍ତି, ଗ୍ରହଣ କରି ପରମେଶ୍ୱରଙ୍କ ବାକ୍ୟ
ଏବଂ ବିଶ୍ୱାସର ସହିତ ସମସ୍ତ ଅନୁବିଧା ଗୁଡ଼ିକର ସମ୍ମୁଖୀନ କରିବା,
ସ୍ୱର୍ଗ ରାଜ୍ୟର ପ୍ରସ୍ତୁତୀ କରିବାର ଉପାୟ ଅଟେ ।
କାରଣ, ହେ ଭାଇମାନେ, ଆମ୍ଭମାନଙ୍କ ପିତୃପୁରୁଷ ସମସ୍ତେ
ମେଘ ତଳେ ଥିଲେ... ତଥାପି ସେମାନଙ୍କ ମଧ୍ୟରୁ ଅଧିକାଂଶଠାରେ
ଈଶ୍ଵରଙ୍କ ସନ୍ତୋଷ ନ ଥିଲା, ତେଣୁ ସେମାନେ ପ୍ରାନ୍ତରରେ ମଲେ...
ସେମାନେ ଯେପ୍ରକାର ମନ୍ଦ ବିଷୟରେ ଅଭିଳାଷୀ ହୋଇଥିଲେ, ଆମ୍ଭେମାନେ
ଯେପରି ସେପ୍ରକାରେ ଅଭିଳାଷୀ ନ ହେଉ, ଏଥିନିମନ୍ତେ ଏହିସମସ୍ତ ବିଷୟ
ଆମ୍ଭମାନଙ୍କ ପକ୍ଷରେ ଦୃଷ୍ଟାନ୍ତ ସ୍ଵରୂପ ହୋଇଅଛି ।
୧କରିନ୍ଥୀୟ ୧୦:୧-୬
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି