ପ୍ରଥମ ଚର୍ଚ୍ଚ ଏବଂ ପ୍ରେରିତମାନେ କଦାପି ରବିବାର ଆରାଧନା କିମ୍ବା ଖ୍ରୀଷ୍ଟମାସ ପାଳନ କରିନଥିଲେ ।
ପରମେଶ୍ୱର ବାଇବଲରେ ମାନବଜାତି ପାଇଁ ପାପ କ୍ଷମା ପ୍ରାପ୍ତ କରିବା ଏବଂ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା ପାଇଁ ପ୍ରଣାଳୀ ଲିପିବଦ୍ଧ କରିଛନ୍ତି ।
ସେ ବାରମ୍ବାର ଜୋର ଦେଇ କହିଥିଲେ, “ବାଇବଲର ବାକ୍ୟରେ କିଛି ଯୋଗ କିମ୍ବା ଲୋପ କରନ୍ତୁ ନାହିଁ ।”
ଆଜିକାଲି, ସଂସାରର ଚର୍ଚ୍ଚଗୁଡ଼ିକ କେବଳ ପିତା ପରମେଶ୍ବରଙ୍କ ଉପରେ ବିଶ୍ୱାସ କରନ୍ତି, ଏବଂ ମାତା ପରମେଶ୍ୱରଙ୍କ ଉପରେ ନାହିଁ, କିନ୍ତୁ ସେ ମାତା ପରମେଶ୍ୱର ଅଟନ୍ତି ଯିଏ “ଅନନ୍ତ ଜୀବନ” ପ୍ରଦାନ କରନ୍ତି, ଯାହାର ପ୍ରତିଜ୍ଞା ପରମେସ୍ୱର ଆପଣା ସନ୍ତାନମାନଙ୍କ ସହିତ କରିଛନ୍ତି ।
ପରମେଶ୍ୱର ପୁରୁଷ ଏବଂ ମହିଳାଙ୍କ ସମେତ ସମସ୍ତ ଜୀବ ପ୍ରାଣୀଙ୍କ ମାଧ୍ୟମରେ ଯେଉଁମାନେ ପରମେଶ୍ୱରଙ୍କ ଇଚ୍ଛା ଅନୁଯାୟୀ ସୃଷ୍ଟି ହୋଇଥିଲେ, ଏବଂ ବୈଜ୍ଞାନିକ ଦ୍ୱାରା ଆବିଷ୍କୃତ ହୋଇଥିବା “ମାଇଟୋକଣ୍ଡ୍ରିଆ” ମାଧ୍ୟମରେ ମାତା ପରମେଶ୍ୱରଙ୍କ ବିଷୟରେ ସାକ୍ଷ୍ୟ ଦେଇଛନ୍ତି ।
ଯେଉଁମାନେ ଏହି ପୁସ୍ତକର ଭାବବାଣୀସବୁ ଶ୍ରବଣ କରନ୍ତି, ସେମାନଙ୍କର ପ୍ରତ୍ୟେକ ଜଣକୁ ମୁଁ ସାକ୍ଷ୍ୟ ଦେଇ କହୁଅଛି, କେହି ଯଦି ଏହିସବୁ ସଙ୍ଗରେ କିଛି ଯୋଗ କରେ, ତେବେ ଏହି ପୁସ୍ତକରେ ଲିଖିତ କ୍ଳେଶଗୁଡ଼ିକ ଈଶ୍ଵର ତାହା ପ୍ରତି ଘଟାଇବେ;
ପୁଣି କେହି ଯଦି ଏହି ଭାବବାଣୀ ପୁସ୍ତକର କୌଣସି ବାକ୍ୟ ଲୋପ କରେ, ତେବେ ଈଶ୍ଵର ଏହି ପୁସ୍ତକରେ ଲିଖିତ ଜୀବନ ବୃକ୍ଷ ଓ ପବିତ୍ର ନଗରୀରେ ତାହାର ଅଂଶ ଲୋପ କରିବେ ।
ପ୍ରକାଶିତ ବାକ୍ୟ ୨୨:୧୮-୧୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି