ପ୍ରଥମ ଫଳର ପର୍ବର ଭବିଷ୍ୟବାଣୀ ଅନୁଯାୟୀ,
ଯୀଶୁ ମୃତମାନଙ୍କ ମଧ୍ୟରୁ ପ୍ରଥମ ଫଳ ସ୍ୱରୂପେ ରବିବାରକୁ ଉଠିଲେ ।
ଯେଉଁ ଦିନ ସେ ମୃତ୍ୟୁର ଶକ୍ତିକୁ ଭାଙ୍ଗି ଦେଲେ
ଏବଂ ମାନବ ଜାତିକୁ ପୁନରୁତ୍ଥାନର ଆଶା ଦେଲେ, ତାହା ହିଁ ପୁନରୁତ୍ଥାନର ଦିନ ଥିଲା ।
ପରମେଶ୍ୱର ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ସ୍ୱର୍ଗୀୟ ମାତା ମାନବ ଜାତିକୁ
ପୁନରୁତ୍ଥାନର ଆଶା ଦେବା ଏବଂ ଆମ୍ଭମାନଙ୍କ ସ୍ୱର୍ଗୀୟ ରୂପକୁ
ପୁନଃସ୍ଥାପିତ କରିବା ପାଇଁ ପୃଥିବୀକୁ ଆସିଲେ ।
ବାଇବଲର ଶିକ୍ଷା ଅନୁସରଣ କରି,
ନିଜ ଆତ୍ମିକ ଆଖି ଖୋଲିବା ପାଇଁ, ମାନବ ଜାତିକୁ ଅଣ୍ଡା ନୁହେଁ,
କିନ୍ତୁ ରବିବାର ଦିନକୁ, ରୋଟୀ ଭାଙ୍ଗି ପୁନରୁତ୍ଥାନ ଦିନ ପାଳନ କରିବା ଉଚିତ୍ ।
କିନ୍ତୁ ପ୍ରକୃତରେ ଖ୍ରୀଷ୍ଟ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କର ପ୍ରଥମ ଫଳ ସ୍ଵରୂପେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି । ୧କରିନ୍ଥୀୟ ୧୫:୨୦
କାରଣ ଯଦି ଆମ୍ଭେମାନେ ବିଶ୍ଵାସ କରୁ ଯେ, ଯୀଶୁ ମରି ପୁନର୍ବାର ଉଠିଅଛନ୍ତି... ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଥାଇ ମରିଅଛନ୍ତି, ସେମାନେ ପ୍ରଥମରେ ଉଠିବେ; ପରେ ଆମ୍ଭେମାନେ ଯେତେ ଲୋକ ଜୀବିତ ରହି ଅବଶିଷ୍ଟ ଥିବୁ, ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆମ୍ଭେମାନେ ସେମାନଙ୍କ ସହ ମେଘମାଳାରେ ଶୂନ୍ୟମଣ୍ତଳକୁ ନୀତ ହେବୁ; ଏହି ପ୍ରକାରେ ଆମ୍ଭେମାନେ ସର୍ବଦା ପ୍ରଭୁଙ୍କ ସହିତ ରହିବୁ । ୧ଥେସଲନୀକୀୟ ୪:୧୪-୧୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି