“ପରମେଶ୍ୱରଙ୍କଠାରେ ବିଶ୍ୱାସ କରିବା” ର ଅର୍ଥ ହେଉଛି ସେ ଦେଇଥିବା ବାକ୍ୟକୁ ପାଳନ କରିବା ଏବଂ ବ୍ୟବହାର କରିବା ।
ଲୋଟଙ୍କ ଭାର୍ଯ୍ୟା ଯେପରି ଲବଣର ସ୍ତମ୍ଭରେ ପରିଣତ ହୋଇଗଲା, ସେହିପରି ବର୍ତ୍ତମାନ ଯେଉଁମାନେ ପରମେଶ୍ୱରଙ୍କ ବାକ୍ୟ ଶ୍ରବଣ କରନ୍ତି ନାହିଁ ସେମାନେ ମଧ୍ଯ ସମାନ ଦୁର୍ଭାଗ୍ୟର ସମ୍ମୁଖୀନ ହେବେ ।
ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ବିଶ୍ୱାସ କରନ୍ତି ଯେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର ଦ୍ୱାରା ଦିଆଯାଇଥିବା ଶିକ୍ଷା ସ୍ୱର୍ଗରେ ଅନନ୍ତ ପରିତ୍ରାଣର ଏକମାତ୍ର ମାର୍ଗ ଅଟେ, ଏବଂ ଖୁସିରେ ତାହାଙ୍କ ଆଜ୍ଞା ଏବଂ ସମସ୍ତ ବାକ୍ୟକୁ ପାଳନ କରନ୍ତି, ଏହି ଆଶା ସହିତ ଯେ, “ଆଜି ପରମେଶ୍ୱର ଆମ୍ଭମାନଙ୍କୁ ଆଶୀର୍ବାଦର କେଉଁ ବାକ୍ୟ ଦେବେ?”
ସଦାପ୍ରଭୁ ତୁମ୍ଭର ମୁକ୍ତିଦାତା, ଇସ୍ରାଏଲର ଧର୍ମସ୍ଵରୂପ, ଏହି କଥା କହନ୍ତି; ଆମ୍ଭେ ସଦାପ୍ରଭୁ, ତୁମ୍ଭ ପରମେଶ୍ଵର, ତୁମ୍ଭକୁ ଉପକାରଜନକ ଶିକ୍ଷା ଦେଉ, ତୁମ୍ଭର ଗନ୍ତବ୍ୟ ପଥରେ ତୁମ୍ଭକୁ ଗମନ କରାଉ ।
ଆଃ, ତୁମ୍ଭେ ଯେବେ ଆମ୍ଭ ଆଜ୍ଞାରେ ମନୋଯୋଗ କରିଥା’ନ୍ତଣ! ତେବେ ତୁମ୍ଭର ଶାନ୍ତି ନଦୀ ତୁଲ୍ୟ ଓ ତୁମ୍ଭର ଧାର୍ମିକତା ସମୁଦ୍ରର ତରଙ୍ଗ ତୁଲ୍ୟ ହୋଇଥା’ନ୍ତା;
ଯିଶାଇୟ ୪୮:୧୭-୧୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି