ପରମେଶ୍ୱର ଯିହୋଶୂୟଙ୍କୁ କିଣାନ ପହଞ୍ଚିବା ପାଇଁ ବାରମ୍ବାର ଅତି ସାହସୀ ହେବାକୁ ଜୋର ଦେଲେ ଏବଂ ଯୂନସଙ୍କୁ ଶତ୍ରୁ ଦେଶର ରାଜଧାନୀରେ ସାହସର ସହିତ ପରମେଶ୍ୱରଙ୍କ ବାକ୍ୟ ପ୍ରଚାର କରିବାକୁ ଆଜ୍ଞା ଦେଇଥିଲେ ।
ସେହିଭଳି, ଆମକୁ ମଧ୍ୟ ନୂତନ ନିୟମର ସୁସମାଚାର ସମଗ୍ର ବିଶ୍ୱକୁ ପ୍ରଚାର କରିବାକୁ ସାହସର ଆବଶ୍ୟକତା ଅଛି ।
ବିଶ୍ୱାସ କରୁଥାଇ ଯେ ପରମେଶ୍ୱରଙ୍କ ସୁସମାଚାର ଯେଉଁଠାରେ ମଧ୍ୟ ପ୍ରଚାର କରାଯାଏ, ଅନ୍ଧକାରକୁ ଆଲୋକରେ ପରିଣତ କରିବ, ଚର୍ଚ୍ଚ ଅଫ୍ ଗଡର ସଦସ୍ୟ, ଯେଉଁମାନଙ୍କୁ ଆତ୍ମିକ କିଣାନ ଉତ୍ତରାଧିକାରୀ ଭାବରେ ମିଳିଛି, ଯିହୋଶୂୟଙ୍କ ମିଶନକୁ ସଂପୂର୍ଣ୍ଣ କରନ୍ତି ।
ଯୂନସ ଯେପରି କରିଥିଲେ, ସେମାନେ ସାହସର ସହିତ ସମଗ୍ର ବିଶ୍ୱକୁ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ ଏବଂ ମାତା ପରମେଶ୍ୱରଙ୍କ ଉଦ୍ଧାର ବିଷୟରେ ପ୍ରଚାର କରନ୍ତି ।
ତୁମ୍ଭେ ବଳବାନ ଓ ସାହସିକ ହୁଅ; କାରଣ ଏମାନଙ୍କ ପୂର୍ବପୁରୁଷଗଣ ନିକଟରେ ଯେଉଁ ଦେଶ ଦେବାକୁ ଆମ୍ଭେ ଶପଥ କରିଅଛୁ, ତାହା ତୁମ୍ଭେ ଏମାନଙ୍କୁ ଅଧିକାର କରାଇବ ।
ମାତ୍ର ଆମ୍ଭର ସେବକ ମୋଶା ତୁମ୍ଭକୁ ଯେସମସ୍ତ ବ୍ୟବସ୍ଥା ଆଦେଶ କରିଅଛି, ସେସବୁ ତୁମ୍ଭେ ମାନିବାକୁ ଓ କରିବାକୁ ବଳବାନ ଓ ଅତି ସାହସିକ ହୁଅ; ତହିଁର ଦକ୍ଷିଣକୁ କି ବାମକୁ ଫେର ନାହିଁ, ତହିଁରେ ତୁମ୍ଭେ ଯେକୌଣସି ସ୍ଥାନକୁ ଯିବ, ସେଠାରେ କୁଶଳ ପ୍ରାପ୍ତ ହେବ ।
ଯିହୋଶୂୟ ୧:୬-୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି