ବାଇବଲ ସାକ୍ଷ୍ୟ ଦିଏ ଯେ ମାନବଜାତି ସ୍ୱର୍ଗରେ ପାପ କଲା ଏବଂ ସେମାନଙ୍କୁ ଏହି ପୃଥିବୀକୁ ନିକ୍ଷେପ କରାଗଲା, ଏବଂ ଏହା ଯେ ଯୀଶୁ ଏହି ପୃଥିବୀକୁ ମାନବଜାତିଙ୍କୁ ପାପ କ୍ଷମା କରିବାକୁ ଆସିଲେ ଯାହା ଦ୍ୱାରା ସେମାନେ ସ୍ୱର୍ଗକୁ ଫେରିପାରିବେ ।
ସେଥିପାଇଁ ଯୀଶୁ ଦୁଃଖ ସହ୍ୟ ଭୋଗ କଲେ ଏବଂ କ୍ରୁଶରେ ମୃତ୍ୟୁ ବରଣ କଲେ ।
ଅନୁତାପ ପରମେଶ୍ୱରଙ୍କ ଆଡକୁ ଫେରିବା, ଏବଂ ଏହା ସେହି ନିୟମ ଏବଂ ପର୍ବଗୁଡ଼ିକୁ ପାଳନ କରିବା ଦ୍ୱାରା ସଂପୂର୍ଣ୍ଣ କରାଯାଏ ଯାହା ପରମେଶ୍ୱରଙ୍କ ବଳିଦାନ ଦ୍ୱାରା ପୂର୍ଣ୍ଣ ହୋଇଥିଲା ।
୨,୦୦୦ ବର୍ଷ ପୂର୍ବେ ଆସିଥିବା ଯୀଶୁ, ବାପ୍ତିଜକ ଯୋହନ ଏବଂ ପ୍ରଥମ ଚର୍ଚ୍ଚର ସାଧୁମାନଙ୍କ ସହିତ ପବିତ୍ର ଆତ୍ମା ଯୁଗରେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର, ସମସ୍ତେ ଅନୁତାପ ଉପରେ ଗୁରୁତ୍ୱ ଦେଲେ ।
ଏହାର କାରଣ ହେଉଛି ଅନୁତାପ ପରମେଶ୍ୱରଙ୍କ ନିକଟକୁ ଫେରିବାର ଏକମାତ୍ର ଉପାୟ ଅଟେ ।
ଆମ୍ଭମାନଙ୍କର ପାପ ନାହିଁ, ଏହା ଯଦି କହୁ, ତାହାହେଲେ ଆପଣା ଆପଣାକୁ ପ୍ରବଞ୍ଚନା କରୁ, ପୁଣି ଆମ୍ଭମାନଙ୍କଠାରେ ସତ୍ୟ ନାହିଁ ।
ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ଵୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ଵସ୍ତ ଓ ନ୍ୟାୟବାନ ଅଟନ୍ତି ।
ଆମ୍ଭେମାନେ ପାପ କରି ନାହୁଁ, ଏହା ଯଦି କହୁ, ତାହାହେଲେ ଆମ୍ଭେମାନେ ତାହାଙ୍କୁ ମିଥ୍ୟାବାଦୀ କରୁ,...
୧ଯୋହନ ୧:୮-୧୦
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି