ଶେଷ ବୃଷ୍ଟିର ପବିତ୍ର ଆତ୍ମା ସେମାନଙ୍କୁ ଦିଆଯାଇଥିଲା ଯେଉଁମାନେ ପରମେଶ୍ୱରଙ୍କୁ ଗ୍ରହଣ କରିଥିଲେ
ଯେ ପୁତ୍ରଙ୍କ ଯୁଗରେ ଶରୀର ଧାରଣ କରି ଆସିଥିଲେ । ସେହି ପ୍ରକାର, ଶେଷ ବୃଷ୍ଟିର ପବିତ୍ର ଆତ୍ମା
ସେହି ଲୋକମାନଙ୍କୁ ଦିଆଯାଏ ଯେଉଁମାନେ ପରମେଶ୍ୱର ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କୁ
ଗ୍ରହଣ କରନ୍ତି, ଯେ ପବିତ୍ର ଆତ୍ମାଙ୍କ ଯୁଗରେ ଶରୀର ଧାରଣ କରି ଆସିଛନ୍ତି, ଆଉ ଯେ ନୂତନ ନିୟମର
ନିସ୍ତାର ପର୍ବ ଦ୍ୱାରା ପରମେଶ୍ୱରଙ୍କ ମାଂସ ଓ ରକ୍ତକୁ ଅଧିକାରୀରୂପେ ପ୍ରାପ୍ତ କରନ୍ତି ।
ଯେବେ ପରମେଶ୍ୱର ଆକାଶ ଓ ପୃଥିବୀର ସୃଷ୍ଟି କଲେ, ସେତେବେଳେ ସେ ସ୍ୱୟଂକୁ “ଆମ୍ଭେମାନେ” କହିଲେ ।
ପରମେଶ୍ୱର ଆମ୍ଭମାନଙ୍କୁ ଏକ ଛାୟା ଓ ତାହାର ବାସ୍ତବିକତା ମଧ୍ୟରେ ସମ୍ବନ୍ଧ ଦ୍ୱାରା ଶିଖାଇଛନ୍ତି,
କି ସ୍ୱର୍ଗରେ ଆମ୍ଭମାନଙ୍କ ଗୋଟିଏ ପରିବାର ଅଛି ଠିକ୍ ଯେମିତି ପୃଥିବୀରେ ଆମ୍ଭମାନଙ୍କ ଗୋଟିଏ ପରିବାର ଅଛି ।
ଯେଉଁ ସନ୍ତାନମାନେ ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କ ପରିତ୍ରାଣକୁ ଅନୁଭବ କରିଛନ୍ତି,
ସେମାନଙ୍କୁ ପରମେଶ୍ୱର ପବିତ୍ର ଆତ୍ମା ସହିତ ଯାହା ସେମାନଙ୍କ ଉପରେ ଅବତୀର୍ଣ୍ଣ କରାଗଲା,
ଦୁନିଆକୁ ରକ୍ଷା କରିବାର ଆଶୀର୍ବାଦ ଭରା ମିଶନ ମଧ୍ୟ ଦେଇଛନ୍ତି ।
ଏଥିଉତ୍ତାରୁ ପରମେଶ୍ଵର କହିଲେ, “ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ
ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ... ଅନନ୍ତର ପରମେଶ୍ଵର
ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ;
ପରମେଶ୍ଵରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ;
ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ ।
ଆଦି ପୁସ୍ତକ ୧:୨୬-୨୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି