ପରମେଶ୍ୱର ମାନବଜାତିଙ୍କୁ, ଯେଉଁମାନେ ସ୍ୱର୍ଗରେ ପାପ କରିଥିଲେ ଏବଂ, ଯାହାଙ୍କୁ ଆଶ୍ରୟ ନଗର, ପୃଥିବୀକୁ ନିକ୍ଷେପ କରାଯାଇଥିଲା, ପାପର କ୍ଷମା ପ୍ରାପ୍ତ କରିବା ଏବଂ ତାହାଙ୍କ ଆଜ୍ଞା ମାଧ୍ୟମରେ ସ୍ୱର୍ଗରାଜ୍ୟକୁ ପୁନର୍ବାର ଫେରିବାର ସୁଯୋଗ ଦେଇଅଛନ୍ତି ।
ଅନ୍ୟ ଅର୍ଥରେ, ପରମେଶ୍ୱରଙ୍କ ନ୍ୟାୟ ସେହି ମାନଙ୍କ ଉପରେ ଆସିବ, ଯେଉଁମାନେ ନୂତନ ନିୟମକୁ ଭାଙ୍ଗିଅଛନ୍ତି ଏବଂ ତାହାର ତିରଷ୍କାର କରିଅଛନ୍ତି ।
କେବଳ ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ମାନବଜାତି, ଯେଉଁମାନେ ଆପଣା ପାପ ହେତୁ ମୃତ୍ୟୁବରଣ କରିବାକୁ ସ୍ଥିର ଥିଲେ, ଅନନ୍ତ ଜୀବନ ପ୍ରାପ୍ତ କରିପାରିବେ ।
ଯେତେବେଳେ ପିତାଙ୍କ ଯୁଗ, ପୁତ୍ରଙ୍କ ଯୁଗ ଏବଂ ପବିତ୍ର ଆତ୍ମାଙ୍କ ଯୁଗରେ ପରମେଶ୍ୱର ମାନବଜାତିଙ୍କୁ ଜୀବନର ମାର୍ଗର ଶିକ୍ଷା ଦିଅନ୍ତି, ତେବେ ଯେଉଁମାନେ ସିୟୋନକୁ ଆସନ୍ତି ଏବଂ ତାହାଙ୍କ ବାକ୍ୟକୁ ବିଶ୍ୱାସ କରୁଥାଇ ଜୀବନର ନିସ୍ତାରପର୍ବ ପାଳନ କରନ୍ତି, ସେମାନେ ପରିତ୍ରାଣ ପ୍ରାପ୍ତ ହେବେ, କିନ୍ତୁ ଯେଉଁମାନେ ତାହାଙ୍କ ବାକ୍ୟକୁ ବିଶ୍ୱାସ କରନ୍ତି ନାହିଁ ଏବଂ ତାହାଙ୍କ ପାଳନ କରନ୍ତି ନାହିଁ, ସେମାନଙ୍କୁ ଶେଷରେ ଦଣ୍ଡ ଦିଆଯିବ ।
କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ଵରଙ୍କ ଅନୁଗ୍ରହଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ ।
ରୋମୀୟ ୬:୨୩
ଏଠାରେ ସାଧୁମାନଙ୍କର, ଅର୍ଥାତ୍, ଯେଉଁମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ପ୍ରତି ବିଶ୍ଵାସ ରଖନ୍ତି, ସେମାନଙ୍କର ଧୈର୍ଯ୍ୟ ଆବଶ୍ୟକ ।
ପ୍ରକାଶିତ ବାକ୍ୟ ୧୪:୧୨
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି