ଉଷ୍ଣକଟିବନ୍ଧୀୟ ଅଞ୍ଚଳରେ, ଯେଉଁଠାରେ ଜଳବାୟୁରେ ବିଶେଷ ପରିବର୍ତ୍ତନ ହୁଏ ନାହିଁ, ବୃକ୍ଷଗୁଡ଼ିକରେ ପ୍ରାୟତଃ ସ୍ପଷ୍ଟ ବୃଦ୍ଧି ବଳୟ ସୃଷ୍ଟି ହୁଏ ନାହିଁ, କିନ୍ତୁ ଯେଉଁ ବୃକ୍ଷଗୁଡ଼ିକ ପାଗର ପରିବର୍ତ୍ତନ, କୀଟପତଙ୍ଗ, ମରୁଡ଼ି ଏବଂ ବନ୍ୟା ଦ୍ଵାରା କଷ୍ଟ ଭୋଗିଥାନ୍ତି, ସେଗୁଡ଼ିକରେ ସୁସ୍ପଷ୍ଟ ବୃଦ୍ଧି ବଳୟ ଥାଏ। ସେହିପରି, ପ୍ରତ୍ୟେକ ବ୍ୟକ୍ତି ସ୍ୱର୍ଗରାଜ୍ୟ ପାଇଁ କିପରି ଜୀବନଯାପନ କରିଛନ୍ତି, ତାହା ନିର୍ଣ୍ଣୟ କରିବା ପାଇଁ ସେମାନଙ୍କର ନିଜସ୍ୱ ବୃଦ୍ଧି ବଳୟ ରହିଛି। ଅତଏବ, ଗୋଟିଏ ଆତ୍ମାକୁ ବଞ୍ଚାଇବା ପାଇଁ ଆନ୍ତରିକ ହୃଦୟରେ ଈଶ୍ଵରଙ୍କ ଇଚ୍ଛାକୁ ପାଳନ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ।
ପ୍ରତିଦିନ, ପ୍ରତ୍ୟେକ ବ୍ୟକ୍ତି ଗୃହରେ କିମ୍ବା ମଣ୍ଡଳୀରେ ସ୍ୱର୍ଗୀୟ ବୃଦ୍ଧି ବଳୟ ଗଠନ କରୁଛନ୍ତି। ଆମ୍ଭେମାନେ ଯେଉଁ ମନୋଭାବରେ ସୁସମାଚାର ପ୍ରଚାର, ଉପାସନା ଏବଂ ପ୍ରାର୍ଥନାରେ ସମୟ ଅତିବାହିତ କରୁ, ତାହା ଆମ୍ଭମାନଙ୍କର ସ୍ୱର୍ଗୀୟ ବୃଦ୍ଧି ବଳୟକୁ ନିର୍ଣ୍ଣୟ କରେ। ପ୍ରତ୍ୟେକଙ୍କୁ ତଦନୁସାରେ ଆଶୀର୍ବାଦ ଓ ପୁରସ୍କାର ପ୍ରଦାନ କରାଯିବ।
ଦେଖ, ଆମ୍ଭେ ଶୀଘ୍ର ଆସୁଅଛୁ; ପ୍ରତ୍ୟେକ ଲୋକକୁ ତାହାର କର୍ମାନୁସାରେ ଫଳ ଦେବାକୁ ଆମ୍ଭର ପୁରସ୍କାର ଆମ୍ଭ ସଙ୍ଗରେ ଅଛି। ପ୍ରକାଶିତ ବାକ୍ୟ ୨୨:୧୨
ଯେଣୁ ଯେ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ, ସେ ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ଶସ୍ୟ କାଟିବ; କିନ୍ତୁ ଯେ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ, ସେ ଆତ୍ମାଙ୍କଠାରୁ ଉତ୍ପନ୍ନ ଅନ; ଜୀବନରୂପ ଶସ୍ୟ କାଟିବ। ଆମ୍ଭେମାନେ ଉତ୍ତମ କର୍ମ କରିବାରେ ଶ୍ରା; ନ ହେଉ; କାରଣ କ୍ଳା; ନୋହିଲେ ଉପଯୁକ୍ତ ସମୟରେ ଶସ୍ୟ କାଟିବା। ଗାଲାତୀୟ ୬:୮-୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି