ଯେଉଁମାନେ ପରମେଶ୍ୱରଙ୍କ ପକ୍ଷରେ ଥାଆନ୍ତି, ସେମାନେ ତାହାଙ୍କ ଆଜ୍ଞା, ବିଶ୍ରାମ ର ଦିନକୁ ସ୍ମରଣ କରି ପବିତ୍ର ରୂପେ ପାଳନ କରନ୍ତି। ଏହାର ବିପରୀତରେ, ଶୟତାନର ପକ୍ଷର ଲୋକମାନେ ପରମେଶ୍ୱରଙ୍କ ଇଚ୍ଛା, ବିଶ୍ରାମ ର ଦିନକୁ ବିରୋଧ କରନ୍ତି। ବାଇବଲରେ ଲିପିବଦ୍ଧ ଅଛି ଯେ ସେମାନେ ପରିଶେଷରେ ସମଗ୍ର ଜଗତକୁ ପ୍ରବଞ୍ଚନା କରି ବିନାଶ ଆଡ଼କୁ ନେଇଯିବେ।
ପରମେଶ୍ୱରଙ୍କ ପକ୍ଷରେ ଥିବା ତାହାଙ୍କ ଲୋକମାନେ ସର୍ବଦା ତାହାଙ୍କ ଆଜ୍ଞା ପାଳନ କରନ୍ତି। ପ୍ରେରିତ ଯୋହନ ସେହିମାନଙ୍କୁ “ସାଧୁ” ବୋଲି ବର୍ଣ୍ଣନା କରିଛନ୍ତି, ଯେଉଁମାନେ ମେଷଶାବକ ଯେକୌଣସି ସ୍ଥାନକୁ ଗମନ କରନ୍ତି, ତାହାଙ୍କର ଅନୁଗାମୀ ହୁଅନ୍ତି। ସେ କହିଥିଲେ ଯେ ସେମାନେ ହିଁ ଶେଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଆଜ୍ଞା ପାଳନ କରି ନିଜର ସହିଷ୍ଣୁତା ପ୍ରକାଶ କରନ୍ତି।
ଏଠାରେ ସାଧୁମାନଙ୍କର, ଅର୍ଥାତ୍, ଯେଉଁମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ପ୍ରତି ବିଶ୍ଵାସ ରଖନ୍ତି, ସେମାନଙ୍କର ଧୈର୍ଯ୍ୟ ଆବଶ୍ୟକ। ପ୍ରକାଶିତ ବାକ୍ୟ ୧୪:୧୨
ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର। ଯାତ୍ରାପୁସ୍ତକ ୨୦:୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି