ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର ଶରୀର ଧାରଣ କରି ଏହି ପୃଥିବୀକୁ ଆସିଲେ ଏବଂ ନିଜ ସନ୍ତାନମାନଙ୍କ ପରିତ୍ରାଣ ନିମନ୍ତେ ଦୁଃଖର ପଥରେ ଚାଲିଲେ, ଯେଉଁ ସନ୍ତାନମାନେ ସ୍ୱର୍ଗରେ କରିଥିବା ପାପ ହେତୁ ଯନ୍ତ୍ରଣା ଭୋଗୁଛନ୍ତି ।
ଯେତେବେଳେ ଆମେ ଆମର ଆତ୍ମିକ ମାତା-ପିତାଙ୍କ ପ୍ରେମ ଏବଂ ବଳିଦାନକୁ ଅନୁଭବ କରିବା ଏବଂ ପ୍ରଶଂସା କରିବା, ତେବେ ପରମେଶ୍ୱର ଆମକୁ ସ୍ୱର୍ଗଦୂତମାନଙ୍କ ଆଗରେ “ମୋର ସନ୍ତାନ” ଭାବରେ ସ୍ୱୀକାର କରିବେ ଏବଂ ଆମକୁ ଆଶୀର୍ବାଦ କରିବେ ।
ପରମେଶ୍ୱରଙ୍କ ଲୋକମାନେ ପିତାଙ୍କ ଯୁଗରେ ସଦାପ୍ରଭୁ ପରମେଶ୍ୱର ଏବଂ ପୁତ୍ରଙ୍କ ଯୁଗରେ ଯୀଶୁଙ୍କୁ ଗୌରବାନ୍ୱିତ କଲେ ।
ଠିକ୍ ସେହିପରି ଭାବରେ, ଆମେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କୁ ଗୌରବାନ୍ୱିତ କରିବା ଉଚିତ, ଯେଉଁମାନେ ପବିତ୍ର ଆତ୍ମାଙ୍କ ଯୁଗରେ ଆତ୍ମା ଓ କନ୍ୟା ଭାବରେ ଆସିଛନ୍ତି ।
ଆମେ ଆତ୍ମିକ ଚୋରମାନଙ୍କ ଠାରୁ ସତର୍କ ରହିବା ଆବଶ୍ୟକ, ଯେଉଁମାନେ ଆମର ହୃଦୟ ଚୋରୀ କରନ୍ତି, ଆମ ହୃଦୟକୁ ପରମେଶ୍ୱରଙ୍କ ଠାରୁ ଦୂରେଇ ଦିଅନ୍ତି ଏବଂ ଆମର ଆତ୍ମାକୁ ନଷ୍ଟ କରନ୍ତି ।
ଆଉ, ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେକେହି ଲୋକଙ୍କ ସାକ୍ଷାତରେ ମୋତେ ସ୍ଵୀକାର କରିବ, ମନୁଷ୍ୟପୁତ୍ର ମଧ୍ୟ ଈଶ୍ଵରଙ୍କ ଦୂତମାନଙ୍କ ସାକ୍ଷାତରେ ତାହାକୁ ସ୍ଵୀକାର କରିବେ;
କିନ୍ତୁ ଯେ ଲୋକଙ୍କ ସାକ୍ଷାତରେ ମୋତେ ଅସ୍ଵୀକାର କରିବ, ସେ ଈଶ୍ଵରଙ୍କ ଦୂତମାନଙ୍କ ସାକ୍ଷାତରେ ଅସ୍ଵୀକାର କରାଯିବ ।
ଲୂକ ୧୨:୮-୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି