ବାଇବଲରେ ଲିପିବଦ୍ଧ ହୋଇଥିବା ପରମେଶ୍ୱରଙ୍କ ପ୍ରତ୍ୟେକ ବାକ୍ୟ ବିଫଳ ନ ହୋଇ ପୂରଣ ହୋଇଥାଏ। ବାଇବଲ ୨୦୦୦ ବର୍ଷ ପୂର୍ବେ ଆସିଥିବା ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେଇଥିଲା ଏବଂ ଏହା ଆତ୍ମା ଓ କନ୍ୟା ଭାବରେ ଆସିଥିବା ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ଦ୍ୱାରା ପବିତ୍ର ଆତ୍ମାଙ୍କ ଯୁଗରେ କରାଯିବାକୁ ଥିବା ପରିତ୍ରାଣ କାର୍ଯ୍ୟର ସାକ୍ଷ୍ୟ ଦେଇଥାଏ।
ବାଇବଲ ଭବିଷ୍ୟବାଣୀ କରେ ଯେ ଯେଉଁ ଲୋକମାନେ ପରିତ୍ରାଣ ପାଇବେ—ଅର୍ଥାତ୍ ଶୟତାନ ଦ୍ୱାରା ଶାସିତ ଏହି ଜଗତରେ ବିଜୟୀ ହେବାର ବିଶ୍ୱାସ ଥିବା ଲୋକମାନେ—ସେମାନେ ହେଉଛନ୍ତି ସ୍ତ୍ରୀଙ୍କ ଅବଶିଷ୍ଟ ସନ୍ତାନ, ଯେଉଁମାନେ ପରମେଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି। ଏହା ମଧ୍ୟ ସାକ୍ଷ୍ୟ ଦିଏ ଯେ ସେମାନେ ଇସ୍ହାକଙ୍କ ପରି ମାତାଙ୍କ ମାଧ୍ୟମରେ ସ୍ୱର୍ଗର ରାଜ୍ୟର ଉତ୍ତରାଧିକାର ପାଇବେ।
ତୁମ୍ଭେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ, କାରଣ ସେଥିରେ ଅନ; ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ; ଆଉ, ସେହି ଧର୍ମଶାସ୍ତ୍ର ମୋʼ ବିଷୟରେ ସାକ୍ଷ୍ୟ ଦେଉଅଛି। ଯୋହନ ୫:୩୯
ସେଥିରେ ସର୍ବ ଜଗତର ପ୍ରବଞ୍ଚକ, ଦିଆବଳ ଓ ଶୟତାନ ନାମରେ ଖ୍ୟାତ ଯେ ପ୍ରକାଣ୍ତ ସର୍ପ, ସେହି ପୁରାତନ ନାଗ, ସେ ଆପଣା ଦୂତମାନଙ୍କ ସହିତ ପୃଥିବୀରେ ନିକ୍ଷିପ୍ତ ହେଲା। ସେଥିରେ ସର୍ପ ସ୍ତ୍ରୀଲୋକଙ୍କ ଉପରେ ମହାକ୍ରୁଦ୍ଧ ହୋଇ, ତାହାଙ୍କ ବଂଶର ଯେଉଁ ଅବଶିଷ୍ଟ ଲୋକମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦାନ କରନ୍ତି, ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଚାଲିଗଲା।... ପ୍ରକାଶିତ ବାକ୍ୟ ୧୨:୯, ୧୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି