ସାଂସାରିକ ପରିବାର ପ୍ରଣାଳୀ ମାଧ୍ୟମରେ, ପରମେଶ୍ୱର ଆମ୍ଭମାନଙ୍କୁ ଏହା ଜଣାଇଅଛନ୍ତି ଯେ ଏକ ସ୍ୱର୍ଗୀୟ ପରିବାର ଅଛି । ଯେପରି ସାଂସାରିକ ସନ୍ତାନମାନଙ୍କୁ ଆପଣା ପିତାମାତାଙ୍କ ମାଂସ ଓ ରକ୍ତ ଉତ୍ତରାଧିକାର ଭାବେ ପ୍ରାପ୍ତ ହୋଇଥାଏ, ସେହିପରି ସ୍ୱର୍ଗୀୟ ସନ୍ତାନମାନେ ନିସ୍ତାରପର୍ବର ରୋଟୀ ଓ ଦ୍ରାକ୍ଷାରସ ମାଧ୍ୟମରେ ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କ ମାଂସ ଓ ରକ୍ତ ପ୍ରାପ୍ତ କରିବା ଉଚିତ୍ । କେବଳ ଏହିପରି ଲୋକମାନେ ହିଁ ପରମେଶ୍ୱରଙ୍କୁ “ପିତା” ଏବଂ “ମାତା” କହିପାରିବେ ଯେଉଁମାନେ ସ୍ୱର୍ଗୀୟ ସନ୍ତାନ ଅଟନ୍ତି ।
ଆଜି, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନଙ୍କୁ ସମଗ୍ର ବିଶ୍ୱରେ ସେମାନଙ୍କର ଉତ୍ତମ କାର୍ଯ୍ୟ ପାଇଁ ପ୍ରଶଂସା କରାଯାଇଥାଏ କାରଣ ସେମାନେ ସମସ୍ତ ଲୋକଙ୍କୁ ସେହି ପ୍ରେମ ଏବଂ ବଳିଦାନ ସହିତ ପ୍ରେମ କରନ୍ତି ଯାହା ସେମାନେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କଠାରୁ ଶିଖିଅଛନ୍ତି ଏବଂ ଯେହେତୁ ଯିରୁଶାଲମର ଗୌରବ ସମଗ୍ର ବିଶ୍ୱକୁ ପୂର୍ଣ୍ଣ କରିଅଛି, ଯେପରିକି ବାଇବଲ ଭବିଷ୍ୟବାଣୀ କରିଅଛି ।
ହେ ଯିରୂଶାଲମ, ଆମ୍ଭେ ତୁମ୍ଭ ପ୍ରାଚୀର ଉପରେ ପ୍ରହରୀଗଣ ନିଯୁକ୍ତ କରିଅଛୁ; ସେମାନେ ଦିନ କି ରାତି କଦାଚ ନୀରବ ନୋହିବେ । ହେ ସଦାପ୍ରଭୁଙ୍କୁ ସ୍ମରଣ କରାଇବା ଲୋକମାନେ, ସେ ଯେପର୍ଯ୍ୟନ୍ତ ଯିରୂଶାଲମକୁ ସ୍ଥାପନ ନ କରନ୍ତି ଓ ପୃଥିବୀ ମଧ୍ୟରେ ତାହାକୁ ପ୍ରଶଂସାର ପାତ୍ର ନ କରନ୍ତି, ସେପର୍ଯ୍ୟନ୍ତ ତୁମ୍ଭେମାନେ ବିଶ୍ରାମ କର ନାହିଁ, କି ତାହାଙ୍କୁ ବିଶ୍ରାମ କରିବାକୁ ଦିଅ ନାହିଁ । ଯିଶାଇୟ ୬୨:୬-୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି