ସେହି ଚର୍ଚ୍ଚ ଯେଉଁଠାରେ ଯୀଶୁ ୨,୦୦୦ ବର୍ଷ ପୂର୍ବେ ଏହି ପୃଥିବୀକୁ ଆସିଲେ ଏବଂ ନୂତନ ନିୟମ ନିସ୍ତାରପର୍ବର ସ୍ଥାପନ କଲେ, ଏବଂ ସେହି ଚର୍ଚ୍ଚ ଯେଉଁଠାରେ ପ୍ରେରିତ ପାଉଲ, ପିତର ଏବଂ ଯୋହନଙ୍କ ପରି ପ୍ରଥମ ଚର୍ଚ୍ଚର ସାଧୁମାନେ ଯାଉଥିଲେ, ଚର୍ଚ୍ଚ ଅଫ୍ ଗଡ୍ ଥିଲା । ତଥାପି, ପ୍ରାୟ ଚତୁର୍ଥ ଶତାବ୍ଦୀରେ, ପରମେଶ୍ୱରଙ୍କ ନିୟମକୁ ଉଚ୍ଛେଦ କରିଦିଆଗଲା, ଏବଂ ବୁତପରସ୍ତ୍ ପ୍ରଥା ଚର୍ଚ୍ଚରେ ଅନୁପ୍ରବେଶ କରିଥିଲା । ପରିତ୍ରାଣର ଆଲୋକ ଅଦୃଶ୍ୟ ହୋଇଗଲା ଏବଂ ଅନ୍ଧକାର ଯୁଗ ଆରମ୍ଭ ହୋଇଗଲା ।
ବାଇବଲର ଭବିଷ୍ୟବାଣୀ ଅନୁଯାୟୀ, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ୧୯୬୪ ରେ କୋରିଆରେ ଚର୍ଚ୍ଚ ଅଫ୍ ଗଡ୍ ର ସ୍ଥାପନ କରିଥିଲେ ଏବଂ ବାଇବଲ ଏବଂ ଭବିଷ୍ୟଦବକ୍ତାଙ୍କ ଭିତ୍ତିମୂଳରେ ଆଧାରିତ ନୂତନ ନିୟମର ନିସ୍ତାରପର୍ବର ସତ୍ୟ ସହିତ ଚର୍ଚ୍ଚକୁ ନେତୃତ୍ୱ କରିଥିଲେ । ସେ ତାହାଙ୍କ ସନ୍ତାନମାନଙ୍କୁ ମାତା ପରମେଶ୍ୱରଙ୍କ ବିଷୟରେ ସାକ୍ଷ୍ୟ ଦେଲେ, ଯିଏ ମାନବଜାତିକୁ ରକ୍ଷା କରିବା ପାଇଁ ଏହି ପୃଥିବୀକୁ ଆସିଲେ ଏବଂ କହିଲେ, “ପିତର ଯୀଶୁଙ୍କୁ ଅନୁସରଣ କଲେ, ଏବଂ ମୁଁ ମାତାଙ୍କୁ ଅନୁସରଣ କରେ ।”
କରିନ୍ଥରେ ଥିବା ଈଶ୍ଵରଙ୍କ ମଣ୍ତଳୀ ନିକଟକୁ ଲେଖୁଅଛନ୍ତି; . . . ସେସମସ୍ତଙ୍କ ସହିତ ଖ୍ରୀଷ୍ଟ ଯୀଶୁଙ୍କଠାରେ ପବିତ୍ରୀକୃତ ଓ ଆହୂତ ସାଧୁ ଯେ ତୁମ୍ଭେମାନେ, ୧କରିନ୍ଥୀୟ ୧:୨
ତୁମ୍ଭେମାନେ ପ୍ରେରିତ ଓ ଭାବବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛ, ଖ୍ରୀଷ୍ଟ ଯୀଶୁ ସ୍ଵୟଂ ସେଥିର କୋଣର ପ୍ରଧାନ ପ୍ରସ୍ତର; ଏଫିସୀୟ ୨:୨୦
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି