ମାନବଜାତି ସ୍ୱର୍ଗୀୟ ରାଜ୍ୟରେ ଶୟତାନ ଦ୍ୱାରା ପ୍ରତାରିତ ହୋଇ ପରମେଶ୍ୱରଙ୍କ ସହିତ ବିଶ୍ୱାସଘାତକତା କରିଥିଲା ଏବଂ ସେହି ପାପ ଯୋଗୁଁ ସେମାନଙ୍କୁ ଏହି ପୃଥିବୀରେ ନିକ୍ଷେପ କରାଯାଇଥିଲା। ସ୍ୱର୍ଗରୁ ହଜିଯାଇଥିବା ସନ୍ତାନମାନଙ୍କୁ ଖୋଜିବା, ସେମାନଙ୍କୁ ପାପ କ୍ଷମା ପ୍ରଦାନ କରିବା ଏବଂ ସେମାନଙ୍କୁ ପୁଣି ସ୍ୱର୍ଗର ରାଜ୍ୟକୁ ଫେରାଇ ଆଣିବା ପାଇଁ, ଯୀଶୁ ୨,୦୦୦ ବର୍ଷ ପୂର୍ବେ ଆସିଥିଲେ, ଏବଂ ଏହି ଯୁଗରେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର ଆସିଛନ୍ତି।
ତାଳନ୍ତ ଏବଂ ମୁଦ୍ରାର ଦୃଷ୍ଟାନ୍ତ ମାଧ୍ୟମରେ ଯୀଶୁ ବିସ୍ତାରିତ ଭାବରେ ଶିକ୍ଷା ଦେଇଥିଲେ ଯେ, ପରମେଶ୍ୱରଙ୍କ ପ୍ରେମକୁ ବୁଝିପାରିଥିବା ସନ୍ତାନମାନେ କିପରି ପରମେଶ୍ୱରଙ୍କୁ ଆନନ୍ଦ ଦେଇପାରିବେ। ସ୍ୱର୍ଗରୁ ହଜିଯାଇଥିବା ସନ୍ତାନମାନଙ୍କୁ ଖୋଜି ବାହାର କରିବା ପାଇଁ ଯେପରି ପରମେଶ୍ୱର ନିରନ୍ତର ପ୍ରଚାର କରିଛନ୍ତି, ସେହିପରି ଆମେ ମଧ୍ୟ ଆମର ହଜିଯାଇଥିବା ଭାଇ ଓ ଭଉଣୀମାନଙ୍କୁ ଖୋଜିବା ଉଚିତ—ଏହା ହେଉଛି ପରମେଶ୍ୱରଙ୍କୁ ଆମେ ପ୍ରଦାନ କରିପାରିବା ସବୁଠାରୁ ମୂଲ୍ୟବାନ ଉପହାର।
ପାହାନ୍ତିଆ ସମୟରେ ଅନ୍ଧାର ଥାଉ ଥାଉ ସେ ଉଠି ବାହାରିଗଲେ ଓ ଗୋଟିଏ ନିର୍ଜ୍ଜନ ସ୍ଥାନକୁ ଯାଇ ସେଠାରେ ପ୍ରାର୍ଥନା କରିବାକୁ ଲାଗିଲେ। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଆସ, ଆମ୍ଭେମାନେ ଅନ୍ୟ ସ୍ଥାନକୁ, ଅର୍ଥାତ୍ ନିକଟବର୍ତ୍ତୀ ବଡ଼ ବଡ଼ ଗ୍ରାମକୁ ଯିବା; ସେଠାରେ ମଧ୍ୟ ମୁଁ ପ୍ରଚାର କରିବି, କାରଣ ସେହି ଉଦ୍ଦେଶ୍ୟରେ ମୁଁ ବାହାରିଅଛି। ମାର୍କ ୧:୩୫, ୩୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି