ବାଇବଲ କାଳ୍ପନିକ ନୁହେଁ; ଏହା ପରମେଶ୍ୱରଙ୍କଠାରୁ ଜୀବନର ବାକ୍ୟ, ଯିଏ ମାନବଜାତିର ଭବିଷ୍ୟତକୁ ସୁନିଶ୍ଚିତ କରନ୍ତି। ବାବିଲୀୟ ସାମ୍ରାଜ୍ୟ ପରେ ରାଜ୍ୟଗୁଡ଼ିକର ଉତ୍ଥାନ ଓ ପତନ ବିଷୟରେ ଦାନିୟେଲଙ୍କୁ ଦିଆଯାଇଥିବା ଭବିଷ୍ୟବାଣୀ, ଏବଂ ୩,୫୦୦ ବର୍ଷ ପୂର୍ବେ ଆୟୁବଙ୍କୁ ପ୍ରକାଶିତ ଜଳଚକ୍ର ଓ ପୃଥିବୀ ଶୂନ୍ୟରେ ଝୁଲୁଅଛି ପରି ବୈଜ୍ଞାନିକ ତଥ୍ୟ ମାଧ୍ୟମରେ, ଆମ୍ଭେମାନେ ନିଶ୍ଚିତ ଭାବରେ ଜାଣିପାରିବା ଯେ ବାଇବଲ ପରମେଶ୍ୱରଙ୍କ ବାକ୍ୟ ଅଟେ।
ପ୍ରେରିତ ଯୋହନ ସେହି ସାଧୁମାନଙ୍କୁ ଦେଖିଲେ ଯେଉଁମାନେ ଉଦ୍ଧାର ପାଇବେ—ଯେଉଁମାନଙ୍କର ନାମ ମେଷଶାବକଙ୍କ ଜୀବନର ପୁସ୍ତକରେ ଲେଖାଯାଇଥିଲା। ଆଜି, ଚର୍ଚ୍ଚ ଅଫ୍ ଗଡ୍ର ସଦସ୍ୟମାନେ, ଯେଉଁମାନଙ୍କ ନାମ ଜୀବନର ପୁସ୍ତକରେ ଲେଖା ଅଛି ଯେପରି ପ୍ରେରିତ ଯୋହନ ଦେଖିଥିଲେ, ସ୍ୱର୍ଗର ରାଜ୍ୟରେ ଉପଭୋଗ କରିବାକୁ ଥିବା ଅନନ୍ତ ମହିମା ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇ ଭବିଷ୍ୟବାଣୀଗୁଡ଼ିକୁ ପୂରଣ କରନ୍ତି।
ମାତ୍ର ସର୍ବୋପରିସ୍ଥଙ୍କର ପବିତ୍ରଗଣ ରାଜ୍ୟ ପ୍ରାପ୍ତ ହେବେ ଓ ଚିର କାଳ, ଅର୍ଥାତ୍, ଅନ; କାଳ ଯାଏ ରାଜ୍ୟ ଭୋଗ କରିବେ। ଦାନିୟେଲ ୭:୧୮
ରାତ୍ରି ଆଉ ହେବ ନାହିଁ, ସେମାନଙ୍କର ପ୍ରଦୀପ କି ସୂର୍ଯ୍ୟର ଆଲୋକର ପ୍ରୟୋଜନ ହେବ ନାହିଁ, କାରଣ ପ୍ରଭୁ ଈଶ୍ଵର ସେମାନଙ୍କ ଉପରେ ଆଲୋକ ସ୍ଵରୂପ ହେବେ, ପୁଣି ସେମାନେ ଯୁଗେ ଯୁଗେ ରାଜତ୍ଵ କରିବେ। ପ୍ରକାଶିତ ବାକ୍ୟ ୨୨:୫
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି