ମୋଶାଙ୍କୁ ଦିଆଯାଇଥିବା ପ୍ରଥମ ଦଶ ଆଜ୍ଞାକୁ ଭାଙ୍ଗି ଦିଆଗଲା । କାରଣ ଇସ୍ରାଏଲୀୟମାନେ ସୁବର୍ଣ୍ଣ ବାଛୁରୀକୁ ପୂଜା କଲେ ।
ଇସ୍ରାଏଲୀୟ ମାନଙ୍କୁ ଆପଣା ପାପ ଅନୁଭବ କରିବା ଏବଂ ଅନୁତାପ କରିବା ପରେ, ମୋଶା ଦ୍ବିତୀୟ ଥର ଦଶ ଆଜ୍ଞା ସହିତ ତଳକୁ ଆସିଲେ ଯାହା ପରମେଶ୍ବର ସେମାନଙ୍କୁ କ୍ଷମା ଦେବାର ଏକ ଚିହ୍ନ ସ୍ବରୂପ ଦେଇଥିଲେ ।
ଏହା ପ୍ରାୟଶ୍ଚିତ ଦିନର ମୂଳ ହୋଇଗଲା ।
ଯେତେବେଳେ ଜଣେ ବ୍ୟକ୍ତି ପାପ କରେ, ତେବେ ସେହି ପାପ ପ୍ରାୟଶ୍ଚିତର ଦିନ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ, ପରମେଶ୍ୱରଙ୍କ ଅର୍ଥାତ୍ ପବିତ୍ର ସ୍ଥାନ ନିକଟକୁ ସ୍ଥାନାନ୍ତରିତ କରିଦିଆଯାଇଥାଏ ।
ଯେତେବେଳେ ମହାଯାଜକ ମହାପବିତ୍ର ସ୍ଥାନରେ ପ୍ରବେଶ କରି ରକ୍ତ ଛିଞ୍ଚିବା କାର୍ଯ୍ୟ କରେ ତେବେ ପାପ ସଂପୂର୍ଣ୍ଣ ଭାବରେ କ୍ଷମା କରି ଦିଆଯାଏ ।
ସେହିପରି, ଆଜି, ଯିରୁଶାଲମ, ଯିଏକି ଅତି ପବିତ୍ର ସ୍ଥାନ ଅଟନ୍ତି, ଅର୍ଥାତ୍, ମାତା ପରମେଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତ କରିବା ବିନା କେହି ସଂପୂର୍ଣ୍ଣ ପାପ କ୍ଷମା କିମ୍ବା ପରିତ୍ରାଣ ପ୍ରାପ୍ତ କରିପାରିବେ ନାହିଁ ।
ଏହି ପ୍ରକାରେ ସେ ପବିତ୍ର ସ୍ଥାନ ଓ ସମାଗମ-ତମ୍ଵୁ ଓ ବେଦି ନିମନ୍ତେ ପ୍ରାୟଶ୍ଚିତ୍ତ କରି ସାରିଲା ଉତ୍ତାରେ ସେହି ଜୀଅନ୍ତା ଛାଗକୁ ଆଣିବ;
ପୁଣି, ହାରୋଣ ସେହି ଜୀଅନ୍ତା ଛାଗର ମସ୍ତକରେ ଆପଣା ଦୁଇ ହସ୍ତର ନିର୍ଭର ଦେଇ ତାହା ଉପରେ ଇସ୍ରାଏଲ ସନ୍ତାନଗଣର ସମସ୍ତ ଅପରାଧ ଓ ସମସ୍ତ ଅଧର୍ମ ଓ ସମସ୍ତ ପାପ ସ୍ଵୀକାର କରିବ; ଆଉ, ତାହା ସବୁ ସେହି ଛାଗର ମସ୍ତକରେ ଅର୍ପଣ କରି ପ୍ରସ୍ତୁତ ଥିବା ମନୁଷ୍ୟ ହସ୍ତରେ ତାହାକୁ ପ୍ରାନ୍ତରକୁ ପଠାଇ ଦେବ।
ତହିଁରେ ସେହି ଛାଗ ସେମାନଙ୍କର ସମସ୍ତ ଅପରାଧ ନରଶୂନ୍ୟ ଦେଶକୁ ଆପଣା ଉପରେ ବହି ନେବ; ଆଉ ସେ ସେହି ସ୍ଥାନରେ ସେହି ଛାଗକୁ ଛାଡ଼ିଦେବ।
ଲେବୀୟ ପୁସ୍ତକ ୧୬:୨୦-୨୨
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି