ଯଦି ଆମେ ପରମେଶ୍ୱରଙ୍କ ପ୍ରତିଜ୍ଞା ଭାଙ୍ଗୁ ଓ ପବିତ୍ରତା ଏବଂ ଈଶ୍ୱରପରାୟଣତାରୁ ଦୂରେଇ ଯାଉ, ତେବେ ଆମେ ବିଚାରର ଅଧୀନ ହେଉ। ନୋହଙ୍କ ସମୟରେ, ସଦୋମ ଏବଂ ଗମୋରାରେ ଏବଂ ଏହି ଶେଷ ଯୁଗରେ, ଜଗତ ଉପରେ ପରମେଶ୍ୱରଙ୍କ ବିଚାର ପଛରେ ଏକ ସାଧାରଣ ସୂତ୍ର ରହିଛି: ଲୋକମାନେ ପରମେଶ୍ୱରଙ୍କୁ ପରିତ୍ୟାଗ କରି ବିଦ୍ରୋହୀ, ଦୁଷ୍ଟ ଓ ବ୍ୟଭିଚାରୀ ହୋଇଗଲେ।
ଆଜି ନୋହଙ୍କ ପରି, ଆମ୍ଭେ ଅଦୃଶ୍ୟ ବିଷୟରେ ଦୃଢ଼ ବିଶ୍ୱାସ ରଖିବା ଆବଶ୍ୟକ। ପରମେଶ୍ୱର ଅଗ୍ନିରେ ଦୁଷ୍ଟ ଜଗତର ବିଚାର କରିବେ ବୋଲି ବାଇବଲର ଭବିଷ୍ୟବାଣୀକୁ ବିଶ୍ୱାସ କରି, ଚର୍ଚ୍ଚ ଅଫ୍ ଗଡ୍ ନୂତନ ନିୟମ ନିସ୍ତାରପର୍ବ ପ୍ରଚାର କରେ, ଯେଉଁଥିରେ ଜଗତକୁ ବିପର୍ଯ୍ୟୟରୁ ରକ୍ଷା କରିବାର ପ୍ରତିଜ୍ଞା ରହିଛି।
ଆଉ ତଦ୍ଦ୍ଵାରା ସେହି କାଳର ଜଗତ ଜଳରେ ପ୍ଳାବିତ ହୋଇ ବିନଷ୍ଟ ହେଲା; ପୁଣି, ଏହି ବର୍ତ୍ତମାନ ଆକାଶମଣ୍ତଳ ଓ ପୃଥିବୀ ସେହି ବାକ୍ୟ ଦ୍ଵାରା ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି। ୨ ପିତର ୩:୬–୭
...ଏହା ସଦାପ୍ରଭୁଙ୍କର ନିସ୍ତାର ପର୍ବ। ଏଣୁକରି ତୁମ୍ଭେମାନେ ଯେଉଁ ଯେଉଁ ଗୃହରେ ଥାଅ, ସେହି ସେହି ଗୃହରେ ସେହି ରକ୍ତ ଚିହ୍ନ ସ୍ଵରୂପେ ରହିବ; ଆଉ ଆମ୍ଭେ ମିସର ଦେଶକୁ ଦଣ୍ତ ଦେବା ସମୟରେ ସେହି ରକ୍ତ ଦେଖିଲେ, ତୁମ୍ଭମାନଙ୍କୁ ଛାଡ଼ି ଆଗକୁ ଯିବା, ସଂହାରକ ଆଘାତ ତୁମ୍ଭମାନଙ୍କ ପ୍ରତି ଘଟିବ ନାହିଁ। ଯାତ୍ରାପୁସ୍ତକ ୧୨:୧୧–୧୩
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି