ପରମେଶ୍ୱର ସ୍ୱର୍ଗୀୟ ନାଗରିକତା ଥିବା ଲୋକମାନଙ୍କୁ ଏପରି ହୃଦୟ ଦେଇ ସୃଷ୍ଟି କଲେ, ଯାହା ବିଶ୍ରାମ ଦିନ, ନିସ୍ତାର ପର୍ବ ଏବଂ ତିନି ଥରରେ ସାତ ପର୍ବକୁ ମୂଲ୍ୟବାନ ମନେକରେ, ଯେପରି ସେମାନେ ତାହାଙ୍କ ବ୍ୟବସ୍ଥା ପାଳନ କରିବେ। ତେଣୁ, ଯେଉଁମାନେ ନିଜ ଓଠରେ ପରମେଶ୍ୱରଙ୍କୁ ଡାକନ୍ତି କିନ୍ତୁ ପରମେଶ୍ୱରଙ୍କ ବ୍ୟବସ୍ଥା ପରିବର୍ତ୍ତେ ସୂର୍ଯ୍ୟ ଦେବତାର ବ୍ୟବସ୍ଥା ପାଳନ କରନ୍ତି, ସେମାନଙ୍କୁ ସେ ସେମାନଙ୍କ ପାପ ବିଷୟରେ ଏହିପରି ଚେତାବନୀ ଦିଅନ୍ତି: “ମୁଁ ତୁମ୍ଭମାନଙ୍କୁ ଜାଣେ ନାହିଁ।”
ଯଦିଓ ସମଗ୍ର ଜଗତ ପରିବର୍ତ୍ତନ ହୋଇଯାଏ, ତଥାପି ଗୋଟିଏ ବିଷୟ ଯାହା କେବେ ପରିବର୍ତ୍ତନ ହୁଏ ନାହିଁ, ତାହା ହେଉଛି ପରମେଶ୍ୱରଙ୍କ ବ୍ୟବସ୍ଥା। ଯୀଶୁ ୨,୦୦୦ ବର୍ଷ ପୂର୍ବେ ନିସ୍ତାର ପର୍ବ ପାଳନ କରିଥିଲେ, ଏବଂ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱର ମଧ୍ୟ ପବିତ୍ର ଆତ୍ମାଙ୍କ ଯୁଗରେ ଏହା ପାଳନ କରିଛନ୍ତି। ନିସ୍ତାର ପର୍ବ ପାଳନ କରି ସେମାନଙ୍କ ଉଦାହରଣ ଅନୁସରଣ କରିବା ହିଁ ପରମେଶ୍ୱର-କୈନ୍ଦ୍ରିକ ସଠିକ୍ ବିଶ୍ୱାସ ଅଟେ।
ମୋତେ ପ୍ରଭୁ, ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକେ ସ୍ଵର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ଵର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ। ... ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବି, ମୁଁ ତୁମ୍ଭମାନଙ୍କୁ କେବେ ହେଁ ଜାଣି ନାହିଁ। ହେ ଅଧର୍ମାଚାରୀମାନେ, ମୋʼ ପାଖରୁ ଦୂର ହୁଅ। ମାଥିଉ ୭:୨୧–୨୩
ମାତ୍ର ଯେକେହି ଶୁଚି ଥାଇ ଓ ପଥିକ ନ ହୋଇ ନିସ୍ତାର ପର୍ବ ପାଳନ କରିବାରୁ କ୍ଷା; ହୁଏ, ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ; ... ଏଥପାଇଁ ସେହି ମନୁଷ୍ୟ ଆପଣା ପାପ ବହିବ; ଗଣନାପୁସ୍ତକ ୯:୧୩
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି