ସ୍ୱର୍ଗରାଜ୍ୟରେ ପ୍ରବେଶ କରିବାର ଯୋଗ୍ୟତା କେବଳ ସେହିମାନଙ୍କୁ ମିଳେ, ଯେଉଁମାନେ ପରମେଶ୍ୱରଙ୍କ ଇଚ୍ଛା ପାଳନ କରନ୍ତି । ବାଇବଲ ହେଉଛି ସମଗ୍ର ମାନବଜାତି ପାଇଁ ପରମେଶ୍ୱରଙ୍କ ପରିତ୍ରାଣର ବାର୍ତ୍ତା, ଯାହାକୁ ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରେରିତ ଭାବବାଦୀମାନେ ତାହାଙ୍କ ଇଚ୍ଛାକୁ ଲିପିବଦ୍ଧ କରିବା ପାଇଁ ଲେଖିଥିଲେ । ସେଥିପାଇଁ ପରମେଶ୍ୱର ଆଜ୍ଞା ଦେଇଛନ୍ତି ଯେ ଆମେ କେବେହେଲେ ଏହାର ବାକ୍ୟରୁ କିଛି ଯୋଗ ବା ଲୋପ କରିବା ଉଚିତ୍ ନୁହେଁ ।
ବାଇବଲରେ, ପରମେଶ୍ୱରଙ୍କୁ ପ୍ରାୟ ୨,୫୦୦ ଥର ଏକବଚନରେ ନୁହେଁ, ବରଂ ବହୁବଚନରେ ଉଲ୍ଲେଖ କରାଯାଇଛି । ଅଧିକନ୍ତୁ, ବାଇବଲ ସାକ୍ଷ୍ୟ ଦିଏ ଯେ, ଯେପରି ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ସୃଷ୍ଟି ହୋଇଥିବା ଉଦ୍ଭିଦ ଓ ପ୍ରାଣୀ ଜଗତରେ ଜଣେ ମାତାର ଅସ୍ତିତ୍ୱ ରହିଛି, ଠିକ୍ ସେହିପରି ସ୍ୱର୍ଗରାଜ୍ୟରେ ମଧ୍ୟ ଅନନ୍ତ ଜୀବନ ପ୍ରଦାନ କରୁଥିବା ମାତା ପରମେଶ୍ୱର ଅଛନ୍ତି, ଏବଂ ଆମର ଆତ୍ମିକ ସ୍ୱର୍ଗୀୟ ପରିବାର ମଧ୍ୟ ରହିଛି ।
ଏଣୁ ପ୍ରଭୁ ଏହା କହନ୍ତି, “ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ବାହାରି ଆସ, ଆଉ ପୃଥକ୍ ହୁଅ, ଆଉ, ଅଶୁଚି ପଦାର୍ଥ ସ୍ପର୍ଶ କର ନାହିଁ; ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା,” ଆମ୍ଭେ ତୁମ୍ଭମାନଙ୍କର ପିତା ହେବା, ପୁଣି, ତୁମ୍ଭେମାନେ ଆମ୍ଭର ପୁତ୍ରକନ୍ୟା ହେବ, ଏହା ସର୍ବଶକ୍ତିମାନ ପ୍ରଭୁ କହନ୍ତି। ୨ କରିନ୍ଥୀୟ ୬:୧୭–୧୮
କିନ୍ତୁ ଊର୍ଦ୍ଧ୍ଵସ୍ଥ ଯିରୂଶାଲମ ସ୍ଵାଧୀନା, ସେ ଆମ୍ଭମାନଙ୍କ ଜନନୀ; ଗାଲାତୀୟ ୪:୨୬
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି