ଯେପରି ପରମେଶ୍ୱର ସୁଫ ସାଗରକୁ ବିଭାଜିତ କରିବା ପାଇଁ ଓ ପଥରରୁ ଜଳ ବାହାର କରିବା ପାଇଁ ଏକ ମେଷପାଳକଙ୍କର ବାଡ଼ିକୁ ପ୍ରୟୋଗ କଲେ, ସେହିପରି ପରମେଶ୍ୱରଙ୍କ ହସ୍ତରେ ସର୍ବଦା ମହାନ ଶକ୍ତି ଅଛି।
ଆଜି, ଚର୍ଚ୍ଚ ଅଫ୍ ଗଡ୍ ଯାହାକୁ ଶମିରୋଣରେ ଏବଂ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁସମାଚାର ପ୍ରଚାର କରିବାର ମିଶନକୁ ପ୍ରାପ୍ତ ହୋଇଅଛି, କେବଳ ବ୍ୟକ୍ତିଗତ ପ୍ରୟାସ ଦ୍ୱାରା ନୁହେଁ, ବରଂ ପରମେଶ୍ୱରଙ୍କ ଶକ୍ତି ଦ୍ୱାରା ବିଶ୍ୱବ୍ୟାପୀ ସୁସମାଚାର ପୂରଣ କରୁଅଛି ।
ଶାମଶୋନ୍ ପରି, ଯିଏକି ଗଧର ଥୋମଣି ହାଡ଼ରେ ଏକ ସହସ୍ର ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ, ଯେପରି ବାଳକ ଦାଉଦ ଯିଏକି ବିଶାଳ ଗୋଲିୟଥ୍ ବିପକ୍ଷରେ ଯୁଦ୍ଧ କଲେ, ପିତର, ଯୋହନ ଓ ଯାକୁବଙ୍କ ପରି, ଯେଉଁମାନେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ବରଙ୍କ ଠାରେ ବିଶ୍ବାସ କରନ୍ତି ଏବଂ ସ୍ବର୍ଗର ରାଜ୍ଯ ପାଇଁ ଆଶା ରଖନ୍ତି, ଏହି ଯୁଗରେ ମହାନ ଇତିହାସ ସୃଷ୍ଟି କରୁଅଛନ୍ତି ।"
କାରଣ, ହେ ଭାଇମାନେ, ତୁମ୍ଭମାନଙ୍କ ଆହ୍ଵାନ ବିଷୟ ଭାବି ଦେଖ, ସାଂସାରିକ ମତାନୁସାରେ ଅନେକ ଜ୍ଞାନୀ, ଅନେକ କ୍ଷମତାପନ୍ନ ବା ଅନେକ କୁଳୀନ ଆହୂତ ହୋଇ ନାହାନ୍ତି; କିନ୍ତୁ ଯେପରି କୌଣସି ମର୍ତ୍ତ୍ୟ ଈଶ୍ଵରଙ୍କ ଛାମୁରେ ଗର୍ବ ନ କରେ, . . . ଆଉ ଯାହା ଜଗତ ଚକ୍ଷୁରେ ମାନ୍ୟଗଣ୍ୟ, ସେସବୁକୁ ବ୍ୟର୍ଥ କରିବା ନିମନ୍ତେ ଈଶ୍ଵର ଜଗତର ନୀଚ ଓ ତୁଚ୍ଛ ବିଷୟଗୁଡ଼ିକ, ହଁ, ନଗଣ୍ୟ ବିଷୟଗୁଡ଼ିକ ମନୋନୀତ କଲେ। ୧କରିନ୍ଥୀୟ ୧:୨୬-୨୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି