ସୁସମାଚାର କାର୍ଯ୍ୟର ସଫଳତା କିମ୍ବା ବିଫଳତା ପରମେଶ୍ୱରଙ୍କ ପ୍ରତି ଆମର ବିଶ୍ୱାସ କେତେ ଦୃଢ଼ ତାହା ଉପରେ ନିର୍ଭର କରେ। ପରମେଶ୍ୱର ଯେପରି ଗିଦିୟୋନ ଓ ଯିହୋଶୂୟଙ୍କ ସମୟର ଯୁଦ୍ଧରେ ଦେଖାଇଥିଲେ, ଯେଉଁମାନଙ୍କ ବିଶ୍ୱାସ ପରିବେଶ ଓ ପରିସ୍ଥିତି ଦ୍ୱାରା ବିଚଳିତ ହୁଏ, ସେମାନେ ପରମେଶ୍ୱରଙ୍କ ସେନାରୁ ବାଦ୍ ପଡ଼ନ୍ତି, ଏବଂ କେବଳ ଯେଉଁମାନେ ପରମେଶ୍ୱରଙ୍କଠାରେ ଦୃଢ଼ ବିଶ୍ୱାସ ରଖନ୍ତି, ସେମାନଙ୍କ ଦ୍ୱାରା ହିଁ ସେ ବିଜୟର ଇତିହାସ ଲେଖନ୍ତି।
ପରମେଶ୍ୱର ପ୍ରତ୍ୟେକ ଯୁଗକୁ ଅକଳ୍ପନୀୟ ଭାବରେ ପଥପ୍ରଦର୍ଶନ କରାଇଛନ୍ତି। ପବିତ୍ର ଆତ୍ମାଙ୍କ ଯୁଗରେ ମଧ୍ୟ, ଯେତେବେଳେ ଆମ୍ଭେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ “ଜଗତକୁ ଉଦ୍ଧାର କର” ବାକ୍ୟକୁ ସମ୍ପୂର୍ଣ୍ଣ ବିଶ୍ୱାସ କରିବା, ସେତେବେଳେ ଆମ୍ଭେ ରାଜ୍ୟର ସୁସମାଚାର ସମ୍ପୂର୍ଣ୍ଣ କରିବାର ସ୍ୱର୍ଗୀୟ ସେନାର କାର୍ଯ୍ୟଭାରକୁ ସମ୍ପନ୍ନ କରିପାରିବା।
ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ଯୋଦ୍ଧା ପରି ମୋʼ ସହିତ କ୍ଳେଶ ସହ୍ୟ କର। କୌଣସି ଲୋକ ସୈନ୍ୟକାର୍ଯ୍ୟ କରି ସଂସାରର ଅନ୍ୟ କାର୍ଯ୍ୟରେ ନିଜକୁ ଆବଦ୍ଧ କରେ ନାହିଁ, ଯେପରି ସୈନ୍ୟପଦରେ ନିଯୋଗକର୍ତ୍ତାଙ୍କୁ ସେ ସନ୍ତୁଷ୍ଟ କରି ପାରେ। ୨ ତୀମଥି ୨:୩–୪
ପୁଣି, ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ଵର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି। ଅତଏବ, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ, ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହିସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର; ଆଉ ଦେଖ, ଯୁଗା; ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି। ମାଥିଉ ୨୮:୧୮–୨୦
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି